ଆଜିଠୁ ୱାନ୍‌ ୱେ ଘୋଷଣା ହେଲା ବାପୁଜୀନଗର:ନମାନିଲେ ଜରିମାନା

ରାଜମହଲ-ଏଜି ରାସ୍ତାର ଉଭୟ ପାର୍ଶ୍ଵରେ କଟକଣା, ବାଇକ୍‌ ପାର୍କିଂ କଲେ ୧ ହଜାର ଜରିମାନା ଭୁବନେଶ୍ୱର: ଟ୍ରାଫିକ୍‌ ଜାମ୍‌କୁ ଦୃଷ୍ଟିରେ ରଖି ବାପୁଜୀନଗରରେ ନୂଆ ଟ୍ରାଫିକ୍‌ ପ୍ଲାନ୍‌ ଆଜିଠାରୁ କାର୍ଯ୍ୟକ‌ାରୀ ହେବାକୁ ଯାଉଛି। ଗତ ୨୧ ତାରିଖରେ ଏ ନେଇ ପ୍ରସ୍ତୁତ ନକ୍ସାକୁ ବିଏମ୍‌ସି ମୋହର ମାରିବା ପରେ ରବିବାରଠାରୁ ଏହାକୁ କାର୍ଯ୍ୟକାରୀ କରାଯାଉଥିବା ନେଇ କମିସନରେଟ୍‌ ପୁଲିସ ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତକାଲି ବାପୁଜୀନଗର … Continue reading ଆଜିଠୁ ୱାନ୍‌ ୱେ ଘୋଷଣା ହେଲା ବାପୁଜୀନଗର:ନମାନିଲେ ଜରିମାନା